Nari ko Adhikar Do

ନାରୀକୁ ଅଧିକାର ଦିଅ

ଏହି ପୁସ୍ତକଟି ବର୍ତ୍ତମାନ ଭାରତୀୟ ସମାଜରେ ଉଙ୍କି ମାରୁଥିବା ଏକ ବିକଟସ୍ଥିତିକୁ ଧ୍ୟାନରେ ରଖି ଲେଖାଯାଇଛି। କନ୍ୟାଶିଶୁକୁ ଗର୍ଭରେହିଁ ମାରିଦେବାର ପ୍ରଥା ଆଜିକାଲି ବଳବତ୍ତର ହେବାକୁ ଯାଉଛି। ଆମର ସମାଜରେ ପୁତ୍ରମାନଙ୍କୁ ମହତ୍ତ୍ଵ ଦେବାର ପ୍ରଥାର ଚେର ବହୁତ ଗଭୀର। ଏହି ପୁସ୍ତକରେ ଏହି ପ୍ରଥାର ମୂଳରେ ଥିବା ସେହି ସାଂସ୍କୃତିକ ମାପଦଣ୍ଡଗୁଡିକ ଉପରେ ଆଲୋକପାତ କରାଯାଇଛି। ସ୍ଥିତି କେତେ ଗଂଭୀର ରୂପ ନେଇସାରିଛି, ତା'ଉପରେ ଆମର ଧ୍ୟାନକୁ ଆକର୍ଷିତ କରାଯାଇଛି। ଆମକୁ ସାବଧାନ କରାଯାଇଛି ଯେ ସମାଜରେ ଯଦି ଏହିପରି ଭାବରେ ସ୍ତ୍ରୀମାନଙ୍କର ସଂଖ୍ୟାର ତୁଳନାରେ ପୁରୁଷମାନଙ୍କର ସଂଖ୍ୟା ବଢିଚାଲେ ତାହାର ଦୁଷ୍ପରିଣାମ ଭୟଙ୍କର ହେବ। ପୁସ୍ତକରେ ଦୃଢତାର ସହିତ ଏକଥା ଉପରେ ଗୁରୁତ୍ୱ ଦିଆଯାଇଛି ଯେ ଆମର ନୈତିକତା ଓ ଆଧ୍ୟାତ୍ମିକତା ଭିନ୍ନ ଭିନ୍ନ ଜିନିଷ ନୁହେଁ। ଆମେ ଯଦି ସଦାଚାରୀ ପୁରୁଷ ବୋଲାଉଥାଉ ତେବେ ନାରୀମାନଙ୍କ ପ୍ରତି ଆମର ଆଚରଣରେ ମଧ୍ୟ ସଦାଚାରିତା ଦେଖାଯିବା ଉଚିତ। ଆମକୁ ବୁଝାଯାଇଛି ଯେ କନ୍ୟାମାନଙ୍କୁ ବୋଝ ଭାବିବା ବଦଳରେ ସ୍ତ୍ରୀମାନଙ୍କୁ ଆମେ ପ୍ରକୃତିର ଏକ ଅମୂଲ୍ୟ ଉପହାର ଭାବିବା ଉଚିତ। ଏହି ପୁସ୍ତକରେ ସେମାନଙ୍କୁ ଅବଳାରୁ ସବଳା କରିବା ପାଇଁ ଅତି ସରଳ ଓ ସିଧାସାଦା ଉପାୟଗୁଡ଼ିକ ବତାଯାଇଛି।

This book is a response to a grave situation developing in Indian society today: the increasing practice of sex-selection by killing female infants in the womb. The book takes a look at the cultural norms that underpin a deep-rooted tradition of son-preference, draws our attention to the scale of the crisis, and highlights the far-reaching effects of having a society where men outnumber women at an ever increasing rate. The book calls out to our conscience to consider the  profound consequences of our actions. The central thrust of the book is a powerful concept: that morality is not separate from our spirituality. If  we consider ourselves good human beings, then our actions towards the women in our lives must reflect this. This suggests that far from being a burden, women are among creation's most precious treasures, and it outlines simple ways by which they can be empowered.

English: Empower Women
Author: Leena Chawla Rajan
Category: Miscellaneous Themes
Format: Paperback, 124 Pages
Edition: 1st, 2018
ISBN: 978-93-80077-59-8
RSSB: OR-224-0

Price: USD 5 including shipping.
Estimated price: EUR 4.73, GBP 4.11
Copies: 1 2 3 4 (maximum)

Before placing your order, please read this important information.

Other Language Editions