Haq Halal Ki Kamai

ସଦୁପାର୍ଜନ

ଜୀବନରେ ଇମାନଦାରି ଓ ନୈତିକତାର ଆବଶ୍ୟକତା ବିଷୟରେ ଜାଣିବା ପ୍ରଭୁପ୍ରାପ୍ତିର ଆଧ୍ୟାତ୍ମିକ ମାର୍ଗରେ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ। ଗଭୀର ଚିନ୍ତନର ପ୍ରେରଣା ଦେଉଥିବା ଏହି ପୁସ୍ତକରେ କର୍ମ ଓ ଫଳର ବ୍ୟାପକ ନିୟମକୁ ସାଂସାରିକ ଓ ପାରମାର୍ଥିକ ଜୀବନର ସଂଦର୍ଭରେ ବୁଝାଇ ଦିଆଯାଇଛି। ପୁସ୍ତକରେ ଆମେ ସମସ୍ତେ ବନ୍ଦୀ ହୋଇଥିବା ସେହି ଅଦୃଶ୍ୟ ଜେଲ୍‍ର ବର୍ଣ୍ଣନା କରାଯାଇଛି ଏବଂ ବତାଯାଇଛି ଯେ ଆମେ ସମସ୍ତେ ନିଜର ଧ୍ୟାନକୁ ଭୌତିକ ଲକ୍ଷ୍ୟଗୁଡିକରୁ ହଟାଇ ପାରମାର୍ଥିକ ଲକ୍ଷ୍ୟ ଉପରେ କେନ୍ଦ୍ରିତ କରି ସେହି ଜେଲ୍ ଖାନାରୁ ମୁକ୍ତି ପାଇପାରିବା।

Understanding why we should live an honest, moral life is an important step on the spiritual path to God realization. This thought provoking book presents the universal law of cause and effect in human and spiritual perspectives. It describes the invisible prison in which we all live and how we can transcend this condition by changing our orientation from material to spiritual goals.

Author: Dr. T. R. Shangari
Category: RSSB Tradition: Other Authors
Format: Paperback, 48 Pages
Edition: 1st, 1997
ISBN: 978-81-8466-576-5
RSSB: OR-141-0

Price: USD 4 including shipping.
Estimated price: EUR 3.79, GBP 3.29
Copies: 1 2 3 4 (maximum)

Before placing your order, please read this important information.

Other Language Editions